ebook img

Open Heavens/ଉନ୍ମୁକ୍ତ ସ୍ୱର୍ଗ (Odia) PDF

2021·0.2716 MB·other
Save to my drive
Quick download
Download
Most books are stored in the elastic cloud where traffic is expensive. For this reason, we have a limit on daily download.

Preview Open Heavens/ଉନ୍ମୁକ୍ତ ସ୍ୱର୍ଗ (Odia)

Description:
ଏହି ପୁସ୍ତକରେ ଏକ ସରଳ ଅଧ୍ୟୟନ ଦିଆଯାଇଛି-ସ୍ଵର୍ଗ ଉନ୍ମୁକ୍ତ ହେବା ବିଷୟରେ ଧର୍ମଶାସ୍ତ୍ର କ’ଣ କହେ, ଏହାର ଭାବାର୍ଥ ଓ ଏହାର ପରିଣାମ ଓ କ’ଣ ହୋଇଥାଏ । ଆମର ବିଶ୍ବାସ ଯେ ଅନେକ ଏହି ପୁସ୍ତକ ଦ୍ଵାରା ଉପକୃତ ହେବେ ଏବଂ ସେମାନଙ୍କ ଜୀବନରେ, ସେମାନଙ୍କ ସ୍ଥାନୀୟ ମଣ୍ଡଳୀସବୁରେ ଓ ସେମାନଙ୍କ ସମ୍ପ୍ରଦାୟରେ ଏକ “ଉନ୍ମୁକ୍ତ ସ୍ଵର୍ଗ” ସୃଷ୍ଟି ହେବା ନିମନ୍ତେ ପ୍ରାର୍ଥନା କରିବେ । ଆମେ ଆଶା କରୁ କୌଣସି ଅଞ୍ଚଳର ସ୍ଥାନୀୟ ମଣ୍ଡଳୀଗୁଡ଼ିକ ଏକାଠି ହୋଇ ପ୍ରାର୍ଥନା କରିବେ ଯେପରି କି ସେମାନଙ୍କ ନଗର ବା ଅଞ୍ଚଳରେ ସ୍ଵର୍ଗ ଉନ୍ମୁକ୍ତ ହୁଏ, ମଣ୍ଡଳୀରେ ଧର୍ମସଂସ୍କାର ଆସେ ଏବଂ ସେମାନଙ୍କ ନଗର ବା ଅଞ୍ଚଳ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୁଏ ।
See more

The list of books you might like

Most books are stored in the elastic cloud where traffic is expensive. For this reason, we have a limit on daily download.