Description:ରାଜ୍ୟ ନିର୍ମାଣର ଅର୍ଥ ଲୋକମାନଙ୍କୁ ଗଢ଼ିବ । ଆତ୍ମାଙ୍କ ଦ୍ଵାରା କିପରି ଲୋକମାନଙ୍କୁ ଗଢ଼ିବାକୁ ହୁଏ ଶିକ୍ଷା କରନ୍ତୁ। ଈଶ୍ୱରଙ୍କ ରାଜ୍ୟରେ ସ୍ଵପ୍ନ ଓ ଦର୍ଶନସବୁ ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ଈଶ୍ୱରଙ୍କ ରାଜ୍ୟରେ କିପରି ଜଣେ ଅଂଶୀଦାର ହୋଇପାରିବ ଶିକ୍ଷା କରନ୍ତୁ ।
ଆମେ ସମସ୍ତେ ମିଶି ଯଦି ରାଜ୍ୟ ନିର୍ମାଣକାରୀ ଭାବରେ କାର୍ଯ୍ୟ କରୁ, ଯେକୌଣସି ନଗଡ, ଯେକୌଣସି ଅଞ୍ଚଳ, ଯେକୌଣସି ରାଷ୍ଟ୍ରରେ ଖ୍ରୀଷ୍ଟଙ୍କ ଶରୀରରେ ସମ୍ପୂର୍ଣ୍ଣ ଅମ୍ବିକ ପରିବର୍ତନ ଦେଖୁପାରିବ ।